ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ (୨୨/୧୨):-ଷଷ୍ଠ ଶତାବ୍ଦୀର ମନ୍ଦିରରୁ ମୂର୍ତି ଚୋରୀ । ଖୋର୍ଦ୍ଧା ଜିଲ୍ଲା ବାଣପୁରର ଦକ୍ଷପ୍ରଜାପତି ମନ୍ଦିରରୁ ଦୁବୃର୍ତ ଲୁଟିନେଲେ ବହୁ ପ୍ରାଚୀନ ୨୧ଟି ମୂର୍ତି । ବାଣପୁର ପୋଲିସ ସହ ସାଇଟିଂଫିକ୍ ଟିମ୍ ମନ୍ଦିରରେ ପହଂଚି ତଦନ୍ତ ଆରମ୍ଭ କରିଛି । ଚୋରୀ ମୂର୍ତି ଭିତରେ ବିରଳ ଓ ପ୍ରସିଦ୍ଧ ଅଷ୍ଟଧାତୁ ମୂର୍ତି ମଧ୍ୟ ରହିଛି । ରାଜ୍ୟର ଏହି ଅନ୍ୟତମ ପ୍ରାଚୀନ ମନ୍ଦିର ବାଣପୁରର ଅଧିଷ୍ଠାତ୍ରୀ ଦେବୀ ଭଗବତୀଙ୍କ ବାପ ଘର ଭାବେ ବେଶ ପରିଚିତ । ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଭଗବତୀ ଏହି ମନ୍ଦିରରେ ରହିଥାନ୍ତି । ମୂର୍ତି ଚୋରୀକୁ ନେଇ ସ୍ଥାନୀୟ ଅଂଚଳରେ ଗଭୀର ଉଦବେଗ ପ୍ରକାଶ ପାଇବା ସହ ଦୁବୃର୍ତକୁ ଧରିବା ପାଇଁ ଦାବି ଜୋର ଧରିଛି ।
Latest article
ପିପିଲି ଉପନିର୍ବାଚନ ପାଇଁ : ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ଦଳ
ପିପିଲି ଉପନିର୍ବାଚନ ପାଇଁ ଆରମ୍ଭ ହେଲା ବିଜେଡିର ସଜବାଜ । ଦଳୀୟ ମୁଖପାତ୍ର ତଥା ଆଳି ବିଧାୟକ ପ୍ରତାପ ଦେବଙ୍କୁ ପିପିଲି ଉପନିର୍ବାଚନ ଲାଗି ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ଦଳ । ପିପିଲି...
୩୧ଟି ଦେଶକୁ ଦକ୍ଷିଣ ଆଫ୍ରିକାର ନୂଆ କୋରୋନାଭାଇରସ୍ ‘ଷ୍ଟ୍ରେନ୍’ ବ୍ୟାପିଛି
ବିଶ୍ୱର ୭୦ଟି ଦେଶକୁ ଇଂଲଣ୍ଡ୍ର ଏବଂ ୩୧ଟି ଦେଶକୁ ଦକ୍ଷିଣ ଆଫ୍ରିକାର ନୂଆ କୋରୋନାଭାଇରସ୍ ‘ଷ୍ଟ୍ରେନ୍’ ବ୍ୟାପିଥିବାର କଥା ବୁଧବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।ମହାମାରୀ ସଂକ୍ରାନ୍ତ ସଦ୍ୟତମ ସୂଚନାରେ ବିଶ୍ୱସ୍ୱାସ୍ଥ୍ୟ...
ଉତ୍ତର ପ୍ରଦେଶର ‘ରାମ ମନ୍ଦିର’ ପ୍ରଜ୍ଞାପନ ମେଢ଼କୁ ପ୍ରଥମ ପୁରସ୍କାର
୨୦୨୧ ସାଧାରଣତନ୍ତ୍ର ଦିବସ ପରେଡ୍ ଅବସରରେ ରାଜପଥରେ ପ୍ରଦର୍ଶୀତ ପବିତ୍ର ନଗରୀ ଅଯୋଧ୍ୟାର ପ୍ରାଚୀନ ସାଂସ୍କୃତିକ ଐହିତ୍ୟ ଏବଂ ରାମ ମନ୍ଦିରର ପ୍ରତିକୃତି ଥିବା ଉତ୍ତର ପ୍ରଦେଶ ସରକାରଙ୍କର ପ୍ରଜ୍ଞାପନ ମେଢ଼ ପ୍ରଥମ...