ଶସ୍ତା ହେଲା ଅଶୋଧିତ ତୈଳ

0
593
ght
MELBOURNE, AUSTRALIA - JULY 23: A woman uses a fuel dispenser to fill her car up with petrol at a petrol station on July 23, 2013 in Melbourne, Australia. According to CommSec, fuel prices are expected to rise further as global demand increases and as the weak Australian dollar raises the costs of fuel imports. The average fuel price nationally is at 153.5 cents per litre, which is reportedly the fastest price increase accross the nation in four years. (Photo by Scott Barbour/Getty Images)

ସାଉଦି ଆରବ: ଶସ୍ତା ହେଲା ଅଶୋଧିତ ତୈଳ। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହଠାତ୍ ୩୦ ପ୍ରତିଶତ ହ୍ରାସ ପାଇଛି । ଏହାପରେ ଅଶୋଧିତ ତୈଳ ଭାରତୀୟ ଫ୍ୟୁଚର ବଜାରରେ ବ୍ୟାରେଲ ପିଛା ୨୨୦୦ ଟଙ୍କାକୁ ଖସି ଆସିଛି । ୧୯୯୧ ଉପସାଗରୀୟ ଯୁଦ୍ଧ ପରଠାରୁ ଅଶୋଧିତ ତୈଳ ମୂଲ୍ୟରେ ଏହା ହେଉଛି ସବୁଠାରୁ ବଡ ଦିନିକିଆ ହ୍ରାସ, ଯାହା ମୁଖ୍ୟତଃ ସାଉଦି ଆରବ ଦ୍ୱାରା ତୈଳ ମୂଲ୍ୟ ହ୍ରାସ ହେତୁ ହୋଇଥାଏ । କରୋନା ଭାଇରସ୍ ଏବଂ ୟେସ୍ ବ୍ୟାଙ୍କ ଯୋଗୁଁ ସୋମବାର ଭାରତୀୟ ଷ୍ଟକ୍ ମାର୍କେଟରେ ଆତଙ୍କ ସୃଷ୍ଟି ହୋଇଛି । ସେନ୍ସେକ୍ସ ପ୍ରାୟ ୨୩୫୭ ପଏଣ୍ଟ ହ୍ରାସ ପାଇଥିବାବେଳେ ନିଫ୍ଟି ମଧ୍ୟ ୬୦୦ ରୁ ଅଧିକ ପଏଣ୍ଟ ହ୍ରାସ ପାଇଛି। ତେବେ ୟେସ୍ ବ୍ୟାଙ୍କ ସେୟାରରେ ୩୪ ପ୍ରତିଶତ ବୃଦ୍ଧି ଘଟିଛି ।

LEAVE A REPLY

Please enter your comment!
Please enter your name here