ରାଜ୍ୟସଭା ନିର୍ବାଚନରେ କ’ଣ ପାଇଁ ଭୋଟ ଦେବୁ ?: ନିରଞ୍ଜନ

0
575
HGTCCGR
FGG

ଭୁବନେଶ୍ୱର,୮ା୩(ବ୍ୟୁରୋ): ରାଜ୍ୟସଭା ନିର୍ବାଚନରେ ଭୋଟ ଦେବେ ନାହିଁ କଂଗ୍ରେସ ବିଧାୟକ । ପ୍ରାର୍ଥୀ ନ ଥିବାରୁ ଭୋଟ କାହିଁକି ଦେବୁ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀଙ୍କୁ କଂଗ୍ରେସ ସମର୍ଥନ କରିବ କି ପ୍ରଶ୍ନର ଜବାବରେ ନିରଞ୍ଜନ କହିଛନ୍ତି, ଆମେ ଭାଜପା କିମ୍ବା ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବୁ ନାହିଁ। ଆମର ପ୍ରାର୍ଥୀ ନାହାନ୍ତି, କ’ଣ ପାଇଁ ଭୋଟ ଦେବୁ ବୋଲି ସେ ପାଲଟା ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here