ରାଜ୍ୟରେ ୪୮ରେ ପହଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

0
523
bbm
bbm

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୁରୁବାର ଦିନ ଆହୁରି 6 ଜଣଙ୍କଠାରେ କୋରୋନା ପଜେଟିଭ୍‌ ରହିଥିବା ସାମ୍ନାକୁ ଆସିଛି । ଏହାକୁ ମିସାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି । ଗୁରୁବାର ଦିନକରେ ମୋଟ ୬ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ କରାଯାଇଥିବା ଜଣାପଡ଼ିଛି। ୪୮ ଜଣଙ୍କ ମଧ୍ୟରୁ ୪୫ ଜଣଙ୍କଠାରେ କୋରୋନା ସକ୍ରିୟ ରହିଛି। ଅନ୍ୟପକ୍ଷରେ ୨ ଜଣ ସୁସ୍ଥ ଅଛନ୍ତି ଏବଂ ଜଣଙ୍କର ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here