ରାଜ୍ୟରେ ଅସହ୍ୟ ହେଉଛି ତାତି

0
520
5tfd
gcn

ନୂଆଦିଲ୍ଲୀ:  ରାଜ୍ୟରେ ଅସହ୍ୟ ହେଉଛି ତାତି । ଖରା ବଢ଼ିବା ସହ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି ।  ଚଳିତବର୍ଷ ସ୍ୱାଭାବିକ ରହିବ ମୌସୁମୀ। ଜୁନରୁ ସେପ୍ଟେମ୍ବର ଯାଏ ମୌସୁମୀ ବର୍ଷା ସ୍ୱାଭାବିକ ରହିବ । ହେଲେ ଓଡ଼ିଶାକୁ ସାତ ଦିନ ବିଳମ୍ୱରେ ଆସିବ ମୌସୁମୀ। ଏ ନେଇ  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା କିଳିଛି ।

LEAVE A REPLY

Please enter your comment!
Please enter your name here