ରାଜଧାନୀ ପାଲଟିଛି ନିଶାମଣ୍ଡି

0
414

ଭୁବନେଶ୍ୱର, ଆଚିଭର୍ସ ନ୍ୟୁଜ୍‌, ୨୩/୦୬ (ବ୍ୟୁରୋ)- କିଛି ଦିନ ହେବ ବାଲେଶ୍ୱରରୁ ନିଶା ବେପାରୀମାନେ ରାଜଧାନୀ ଭୁବନେଶ୍ୱର ଖୋର୍ଦ୍ଧାକୁ ନିଶା ଚାଲାଣର ନିରାପଦ ଅଞ୍ଚଳଭାବେ ବାଛି ନେଇଛନ୍ତି । ଏହି ବ୍ୟସ୍ତବହୁଳ ଜାତୀୟ ରାଜପଥରେ ଅନାୟାସରେ ନିଶାଦ୍ରବ୍ୟ ଚୋରା ଚାଲାଣ କରି ମାଫିଆମାନେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । କିଛି ମାସ ହେଲା କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍ ଓ କମିସନରେଟ ପୁଲିସ ପକ୍ଷରୁ ଚଢ଼ଉ ଜୋରଦାର କରାଯିବା ଦ୍ୱାରା ନିଶା ମାଫିଆ ଜାଲରେ ପଡ଼ିବା ସହ କୋଟି କୋଟି ଟଙ୍କାର ବ୍ରାଉନସୁଗାର, ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଜବତ ହେଉଛି ।

LEAVE A REPLY

Please enter your comment!
Please enter your name here