ରବିବାର କାହିଁକି ଛୁଟି ?

0
554
tt
tt

ଭୁବନେଶ୍ୱର(ଆଚିଭରର୍ସ ନ୍ୟୁଜ୍‌): ସପ୍ତାହ ସାତ ଦିନ ଭିତରୁ କାହିଁକି ରବିବାରକୁ ଛୁଟିଦିନ ବୋଲି ନିଆଯାଏ ? ଏବଂ କାହିିଁକି ସମସ୍ତ ସରକାରୀ ଓ ବେସରକାରୀ ଅଫିସ୍‌, ସ୍କୁଲ କଲେଜ ବନ୍ଦ ରହେ ? ଜାଣି ନାହାଁନ୍ତିନା ଆପଣ, ତେବେ ଆସନ୍ତୁ ଜାଣିବା କାହିଁକି ବନ୍ଦରହେ ରବିବାର ଦିନ ସମସ୍ତ କାର୍ଯ୍ୟାଳୟ ଓ ରବିବାରକୁ କାହିଁକି ଛୁଟିଦିନ ବୋଲି ଧରିନିଆଯାଏ ।

yy
fg

ଏହି ଦିନଟି ସପ୍ତାହର ପ୍ରଥମ ଦିନ ଓ ଏହା ସୂର୍ଯ୍ୟଙ୍କ ବାର ଅଟେ । ଏହା ୧୮୩୪ ମସିହାରେ ପ୍ରଥମେ ବ୍ରିଟେନ୍‌ରେ ଛୁଟି ଦିବସ ରୂପେ ଆରମ୍ଭ ହୋଇଥିଲା । ବ୍ରିଟେନ୍ ଗଭର୍ଣ୍ଣର ରବିବାରଟିକୁ ଛୁଟି ଘୋଷଣା କରିଥିଲେ । ଯାହାକି ବ୍ରିଟେନ୍‌ରେ ଏହି ରବିବାରଟିକୁ ବିରାମ ଦିସ ବା ବିଶ୍ରାମ ଦିବସ ବୋଲି ବାଛିଥିଲେ । ପ୍ରଥମେ ଏହି ଛୁଟି ଦିନଟିକୁ ସ୍କୁଲ, କଲେଜରେ ଲାଗୁ କରାଯାଇଥିବା ବେଳେ ପରେ ପରେ ସରକାରୀ ଓ ବେସରକାରୀ ଅଫିସରେ ଲାଗୁ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here