ମୋଦି ସରକାର କରିଛନ୍ତି ବହୁ ଯୋଜନା: ଶାହା

0
499
fgfhn
rtshhrtn

ଭୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । ବିଭିନ୍ନ କାର୍ଯ୍ୟରେ ଯୋଗ ଦେବା ସହ ସିଏଏ ସମର୍ଥନରେ ଭୁବନେଶ୍ୱର ଜନତା ମଇଦାନ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇଛନ୍ତି । ଶାହାଙ୍କ କହିଛନ୍ତି କି, ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନାରେ ୪୭ ଲକ୍ଷ ୫୦ ହଜାର ମାଙ୍କୁ ଗ୍ୟାସ୍ ସିଲିଣ୍ଡର ମିଳିଛି, ସୌଭାଗ୍ୟ ଯୋଜନାରେ ୩୦ ହଜାର ଗ୍ରାମରେ ପ୍ରଥମ ଥର ପାଇଁ ବିଜୁଳି ପହଁଚିଛି। ୮ ଲକ୍ଷ ୯୬ ହଜାର ପରିବାରଙ୍କ ଘରେ ବିଜୁଳି ପହଁଚିବା, ଗରୀବ ପରିବାରଙ୍କ ପାଇଁ ଜନ ଔଷଧୀ କେନ୍ଦ୍ର, ପେଟ୍ରୋଲିଅମ ପାଇଁ ନିବେଶ, ଭଦ୍ରକରେ ଟେକ୍ସଟାଇଲ ପାର୍ଟ, ଏସସି, ଏସଟି ଓବିସିଙ୍କ ପାଇଁ ବଡ଼ ବଜେଟ୍, ପ୍ରାୟ ୩ କୋଟି ୨୪ ଲକ୍ଷ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଆଇନରେ ଯୋଡି ହେବା, ପାଇକ ସ୍ମାରକ ଓଡ଼ିଶାର ଗୌରବକୁ ସୁଦୃଢ କରିବା, ୪୧ ଲକ୍ଷ ଲୋକଙ୍କୁ ମୁଦ୍ରା ବ୍ୟାଙ୍କରେ ଲାଭବାନ୍ କରିବା ଭଳି କାମ କରିଛନ୍ତି।

LEAVE A REPLY

Please enter your comment!
Please enter your name here