ମୋଦିଙ୍କୁ ଭେଟିଲେ କେଜ୍ରିୱାଲ

0
328
dd
ff

ନୂଆଦିଲ୍ଲୀ(ଆଚିଭର୍ସ ନ୍ୟୁଜ୍‌): ଆଜି ସଂସଦ ଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦୁଇ ନେତାଙ୍କ ମଧ୍ୟରେ ବହୁ ସମୟ ଆଲୋଚନା ହୋଇଥିବା ବେଳେ କେଜ୍ରିୱାଲ କହିଛନ୍ତି କି, ଦିଲ୍ଲୀ ହିଂସା ଓ କରୋନା ଭୂତାଣୁ ମୁକାବିଲା ନେଇ ଆଲୋଚନା ହୋଇଛି ।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ଏହି ସାକ୍ଷାତକାରରେ ମୋଦି କହିଛନ୍ତି କି, ଦିଲ୍ଲୀ ହିଂସାରେ ସଂଶ୍ଳିଷ୍ଟ ଥିବା ଦୋଷୀଙ୍କ ବିରୋଧରେ ଦୃଢ କାର୍ନଯ୍ୟାନୁଷ୍ଠାନ ହେବ। କରୋନା ଭୂତାଣୁ ସହ ମିଶି ଲଢିବା ପାଇଁ ମୋଦି କହିଛନ୍ତି।

LEAVE A REPLY

Please enter your comment!
Please enter your name here