କରୋନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ୫ ସଂଦେଶ

0
472

ମୁଖ୍ୟମନ୍ତ୍ରୀଙ୍କ ୫ଟି ସଂଦେଶ ହେଉଛି-

୧. ଜରୁରୀ କାମ ନଥିଲେ ଘରୁ ବାହାରକୁ ଯା’ନ୍ତୁ ନାହିଁ ।
୨. ବାହାରକୁ ଗଲେ ମୁହଁରେ ମାସ୍କ ନିଶ୍ଚୟ ଲଗାନ୍ତୁ, ଳଏହାଦ୍ୱାରା ସଂକ୍ରମଣ ୯୦ପ୍ରତିଶତ କମିଯିବ ।
୩. ହାଟ, ବଜାର, ଅଫିସ, ଟ୍ରାଫିକ ସବୁଠି ସାମାଜିକ ଦୂରତା ରକ୍ଷା କରନ୍ତୁ । କାରଣ, ଆମ ପାଖରେ କିଏ କରୋନା ପଜିଟିଭ ଅଛି, ତାହା ଆମେ ଜାଣିପାରିବା ନାର୍ହି ।
୪. ଆମର କେହି ନିଜ ଲୋକ କୋଭିଡ୍ ହସ୍ପିଟାଲ ଯାଉ, ଏହା କେହି ଚାହିଁବେ ନାହିଁ । ତେଣୁ ଘରକୁ ଫେରିବା ପରେ ଭଲ ଭାବେ ସାବୁନ୍‌ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ନିଶ୍ଚୟ ଧୁଅନ୍ତୁ ।
୫. ୬୫ବର୍ଷରୁ ଅଧିକ ବୟସ୍କ, ଗୁରୁତର ରୋଗରେ ପୀଡ଼ିତ ବ୍ୟକ୍ତି, ଗର୍ଭବତୀ ଏବଂ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ବାହାରକୁ ଛାଡ଼ନ୍ତୁ ନାହିଁ ।

LEAVE A REPLY

Please enter your comment!
Please enter your name here