ମାଲକାନଗିରିରେ ଝୁଲନ୍ତା ଅବସ୍ଥାରେ ୨ମୃତଦେହ ଠାବ

0
48

ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ ମାଲକାନଗିରିରେ ଝୁଲନ୍ତା ଅବସ୍ଥାରେ ୨ମୃତଦେହ ଠାବ । ମନ୍ଦିରରେ ବିବାହ ପରେ ଆତ୍ମହତ୍ୟା କରିଥିବା ଆଶଙ୍କା । ମନ୍ଦିରରେ ନିକଟରେ ଥିବା ବରଗଛରେ ଦୁହିଁଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମାଲକାନଗିରି ସଦର ମହକୁମା ଜବରଖଲ କଲୋନୀରେ ଦେଖିବାକୁ ମିଳିଛି ଏହି ଘଟଣା । ଉଭୟ ନାବାଳକ ଓ ନାବାଳିକା ଥିବା ସୂଚନା ରହିଛି । ଘଟଣା ସ୍ଥଳରେ ମାଲକାନଗିରି ପୁଲିସ୍ ପହଂଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । କ’ଣ ପାଇଁ ଦୁହେଁ ଆତ୍ମହତ୍ୟା କଲେ ସେନେଇ ଛାନବିନ୍ ଆରମ୍ଭ କରିଛି ପୋଲିସ ।

LEAVE A REPLY

Please enter your comment!
Please enter your name here