ମହା ଶିବରାତ୍ରିରେ ନିଆରା ବ୍ରତ ପାଳନ

0
804
tfa
drtrf

ଭବାନୀପାଟଣା(ଆଚିଭର୍ସ ନ୍ୟୁଜ୍‌): ଶ୍ରଦ୍ଧାଳୁଙ୍କ ନିଆରା ମହା ଶିବରାତ୍ରିି ପାଳନ । ଶିବ ଲିଙ୍ଗରେ କ୍ଷୀର ଢାଳିବା ବଦଳରେ ଲୋକଙ୍କୁ କ୍ଷୀର ବାଣ୍ଟି ମେଣ୍ଟାଇଲେ ଭୋକ । ଏପରି ଏକ ନିଆରା ଢଙ୍ଗର ବ୍ରତ ପାଳନ ଦେଖିବାକୁ ମିଳିଛି ଭବାନୀପାଟଣା ସ୍ଥିତ ବାଲାଜି ମନ୍ଦରରେ ଯାହାକି ଲୋକଙ୍କୁ କିଛି ଶିଖିବାର ବାଟ ଦେଖାଇଛି । ଜାଗର ପାଇଁ ଶିବଙ୍କ ଉପରେ କ୍ଷୀର ନଢ଼ାଳି ଲୋକଙ୍କୁ କ୍ଷୀର ବାଣ୍ଟୁଛନ୍ତି ଭକ୍ତ ।

tfa
drtrf

ଆଜି ଭବାନୀପାଟଣା ବାଲାଜୀ ମନ୍ଦିରରେ ଏଭଳି ଭାବରେ ଶିବରାତ୍ରୀ ପାଳନ କରାଯାଇଛି । ଭକ୍ତମାନଙ୍କ ଏଭଳି କାର‌୍ୟ୍ୟକୁ ଆୟୋଜକମାନେ ପ୍ରଶଂସା କରିବା ସହିତ ଏଥିରେ ସହଯୋଗ କରିଛନ୍ତି ।ପ୍ରସାଦ ସ୍ୱରୂପ କ୍ଷୀର ବଣ୍ଟନ କରାଯାଉଛି । ଶିବଲିଙ୍ଗ ଉପରେ କ୍ଷୀର ନଢ଼ାଳି ଭକ୍ତମାନେ ମହାକାଳ ଓ ତ୍ରିକାଳଙ୍କ ଦର୍ଶନ କରି କ୍ଷୀର ବଣ୍ଟନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here