ଭାରତୀୟ ସେନାକୁ ମିଳିଛି ବିସ୍ଫୋରକ ବନ୍ଧୁକ ସିଷ୍ଟମ୍ l

0
67

ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ (୧୧/୧୨):-  ଗୁଳି ଚାଲିବ, ଶତ୍ରୁ ଥରିବ । ଆତଙ୍କ ରଚିବ ଆର୍ଟିଲାରୀ ଗନ୍ । ସାବଧାନ ଶତ୍ରୁ ! ଭାରତୀୟ ସେନା ହାତରେ ବିସ୍ଫୋରକ ବନ୍ଧୁକ । ପିଲାଳିଆମି କଲେ ପାନେ ଦିଆଯିବ, ଆଖି ଉଠାଇଲେ ଆଖି ପିଛୁଳାକେ ଜବାବ ଦିଆଯିବ । ଦୂର ଦୂରରୁ ଶତ୍ରୁଙ୍କ ଶିବିର ଚିରି ଛାତିରେ ଗୁଳି ଭରିବ ନୂଆ ବ୍ରହ୍ମାସ୍ତ୍ର । ପାଖାପାଖି ୫୦ କିଲୋମିଟର ପଛରୁ ଥାଇ ବି ଧ୍ୱଂସଲୀଳା ରଚିବ ଆଉ ଶତ୍ରୁମାଟିକୁ ଛାରଖାର କରିଦେବ । କାରଣ ମୁହଁତୋଡ ଜବାବ ଦେବାକୁ ସେନାକୁ ମିଳିବାକୁ ଯାଉଛି ଶକ୍ତିଶାଳୀ ଆର୍ଟିଲାରୀ ଗନ୍ ସିଷ୍ଟମ୍ ।

 

LEAVE A REPLY

Please enter your comment!
Please enter your name here