ଭାରତୀୟ ଲଢୁଆ ବିମାନ କାର୍ଯ୍ୟକ୍ରମ ସଂପର୍କରେ ପାକିସ୍ତାନକୁ ଗୋପନ ତଥ୍ୟ ଯୋଗାଣ ଅଭିଯୋଗରେ ‘ହାଲ୍’ କର୍ମଚାରୀ ଗିରଫ

0
61

ନାସିକ : ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିଃ (ହାଲ୍)ର ନାସିକ ଶାଖାରେ ଏକ ବଡ଼ ଧରଣର ଗୁଇନ୍ଦାଗିରି ଘଟଣା ସାମନାକୁ ଆସିଛି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଗୋପନ ତଥ୍ୟ ଯୋଗାଉଥିବା ଅଭିଯୋଗରେ ‘ହାଲ୍’ର ଜଣେ କର୍ମଚାରୀଙ୍କୁ ମହାରାଷ୍ଟ୍ରର ଆଣ୍ଟି-ଟେରରିଷ୍ଟ ସ୍କ୍ବାଡ ଗିରଫ କରିଛି । ସେ ଭାରତର ଲଢୁଆ ବିମାନ କାର୍ଯ୍ୟକ୍ରମ ସମ୍ପର୍କରେ ଗୋପନ ତଥ୍ୟ ଆଇଏସଆଇକୁ ଯୋଗାଉଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here