ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୫ରେ ପହଞ୍ଚିଲା

0
238
FT
GD

ନୂଆଦିଲ୍ଲୀ: କୋରୋନା ଭାଇରସ୍‌ ପୁରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ଆମେରିକା ଏହି ଭୂତାଣୁର କବ୍ଜାରେ ଥିବାବେଳେ ସେହିପରି ୟୁରୋପର ପରିସ୍ଥିତି ବର୍ତ୍ତମାନ ଚୀନ୍‌ଠାରୁ  ଅଧିକ ଖରାପ୍‌ ହେବାରେ ଲାଗିଛି । ଏପଟେ ଇରାନ୍‌ରେ ଫସିଥିବା 236 ଭାରତୀୟ ଶନିବାର ଦିନ  ନିଜ ଦେଶକୁ ଫେରିଛନ୍ତିି । ଭାରତରେ  କୋରୋନା ସଂକ୍ରମିତଙ୍କ ସଂଖ୍ୟା 105 ଜଣ।  ସବୁଠାରୁ ଅଧିକ କେସ୍‌ ମହାରାଷ୍ଟ୍ରରୁ ସାମ୍ନାକୁ ଆସିଛି । ପରିସ୍ଥିତିକୁ ନଜରରେ ରଖି କିଛି ରାଜ୍ୟ  କୋରୋନାକୁ ମହାମାରୀ ଘୋଷଣା କରିଦେଇଛନ୍ତି ।  କିଛି ସହରରେ ମଧ୍ୟ   144 ଧାରା ଲାଗୁ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here