ବୟସ୍କ ରାଷ୍ଟ୍ରପତି ହେବାକୁ ଯାଉଥିବା ଜୋ ବାଇଡେନ୍‌ ଆଜି ୭୮ତମ ଜନ୍ମଦିନ ପାଳୁଛନ୍ତି

0
32

ଓ୍ଵାସିଂଟନ୍‌: ରାଷ୍ଟ୍ରପତି-ନିର୍ବାଚିତ ଜୋ ବାଇଡେନ୍‌ ଆଜି ୭୮ ବର୍ଷରେ ପଦାର୍ପଣ କରୁଛନ୍ତି। ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିବା ପରେ ସେ ହେବେ ଯୁକ୍ତରାଷ୍ଟ୍ର ଆମେରିକା ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି।

୨୦୨୧ ଜାନୁଆରୀରେ ଶପଥ ଗ୍ରହଣ କରିବାକୁ ଥିବା ବାଇଡେନ୍‌ ଦେଶର ଇତିହାସରେ ସବୁଠୁ ବୟସ୍କ ରାଷ୍ଟ୍ରପତି ହୋଇଥିବା ରୋନାଲ୍‌ଡ୍‌ ରିଗାନ୍‌ ରେକର୍ଡ ଭାଙ୍ଗିବେ। ୧୯୮୯ରେ ହ୍ଵାଇଟ୍‌ ହାଉସ୍‌ ଛାଡ଼ିବା ବେଳେ ରିଗାନ୍‌ଙ୍କୁ ହୋଇଥିଲା ୭୭ ବର୍ଷ ୩୪୯ ଦିନ।

LEAVE A REPLY

Please enter your comment!
Please enter your name here