ବାହା ନହୋଇବି ମା’ ହେଲେ ଏହି ବଲିଉଡ୍ ଅଭିନେତ୍ରୀ

0
878
www
ww

ଆଚିଭରର୍ସ ନ୍ୟୁଜ୍‌: ମା’ ହେଲେ ଅଭିନେତ୍ରୀ କଲ୍‌କି । ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇ ହୋଇଛନ୍ତି ମା’ । ୨୦୧୯ରେ ମା’ ହେବା ନେଇ କଳ୍‌କୀ ସମସ୍ତଙ୍କୁ ଜଣାଇଥିବା ବେଳେ ଏ ବେ ହୋଇଛନ୍ତି ମା’ । ସବୁଠୁ ବଡ଼ କଥା ହେଉଛି କଲ୍‌କି ବିବାହ କରି ମା’ ହୋଇନଥିବା ବେଳେ ତାଙ୍କ ବୟଫ୍ରେଣ୍ଡ ତଥା ପୁରୁଷ ବନ୍ଧୁ ଗାୟ ହର୍ଷବର୍ଗଙ୍କ ପିଲାର ହୋଇଛନ୍ତି ମା’ ।

yy
yy

ଉଭୟ ଏଯାଏଁ ବବାହ କରିନଥିବା ବେଳେ କଳ୍‌କୀ ମାଆ ହେବା ଖବର ବିରଳ ଭବାନୀ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ମାଆ ହୋଇଥିବାରୁ ସେ ନିଜ ଖୁସି ମଧ୍ୟ ପ୍ରକାଶ କରିଛନ୍ତି। ସେ ଏବେ ଅନେକ ପରିବର୍ତ୍ତନ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ତେବେ ପୂର୍ବରୁ କଲକି ତାଙ୍କର ଫଟୋ ସୁଟ୍‌କୁ ନେଇ ବେଶ ଚର୍ଚ୍ଚାରେ ଥିବାବେଳେ ଏବେ ମା’ ହେବାକୁ ନେଇ ମଧ୍ୟ ବେଶ ଚର୍ଚ୍ଚାରେ ଅଛନ୍ତି । ତେବେ ଏବେ ସେ କୌଣସି କଥାକୁ ଗୁରୁତ୍ୱ ନଦେବା ସହ ନିଜର ପଲାକୁ ନେଇ ବେଶ ଖୁସିରେ ରହିବା ସହ ତାଙ୍କ ବୟଫ୍ରେଣ୍ଡ ମଧ୍ୟ ବହୁ ଖୁସିରେ ଥିବା କହିଛନ୍ତି କଲ୍‌କି ।

2
2222

LEAVE A REPLY

Please enter your comment!
Please enter your name here