ପ୍ରଥମ କରୋନା ଓøଷଧ ପ୍ରଚଳନ ଓ ଅନୁମୋଦନ କଲା ରୁଷ୍

0
382

ମସ୍କୋ/ୱଶିଂଟନ, ଆଚିଭର୍ସ ନ୍ୟୁଜ୍‌, ୧୨/୦୬ (ବ୍ୟୁରୋ)- କରୋନା ଭୂତାଣୁ ସଂକ୍ରମିତଙ୍କ ଚିକିତ୍ସା ଲାଗି ଗୁରୁବାର ରୁଷ୍ ପ୍ରଥମ କରି ଓøଷଧର ପ୍ରଚଳନ ଓ ଅନୁମୋଦନ କରିଛି । ପ୍ରଚଳିତ ଓøଷଧର ନାମ ହେଉଛି ଆଭିଫାଭିର । ଦେଶର କେତେକ ହସ୍ପିଟାଲ ଓ କ୍ଲିନିକରେ ଏହାକୁ ପ୍ରଚଳନ କରାଯାଇଛି । ଆରଡିଫ୍ ଏହାକୁ ପ୍ରଚଳନ କରିଥିବାବେଳେ ଓøଷଧର ପ୍ରସ୍ତତକର୍ତ୍ତା ହେଉଛି ଚେମରାର । ରୁଷ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଓøଷଧକୁ ବ୍ୟବହାର ଲାଗି ଅନୁମତି ଦେଇଛି ।

LEAVE A REPLY

Please enter your comment!
Please enter your name here