ପୋଷ୍ଟର ମୁକ୍ତ ହେବ ଭୁବନେଶ୍ୱର

0
391
bbsr
bhubaneswar

ଭୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): ଭୁବନେଶ୍ୱର ମହାନଗର ନିଗମ ବା ବିଏମ୍‌ସିର ନୂତନ ପଦକ୍ଷେପ । ଏଣିକି ପୋଷ୍ଟର ମୁକ୍ତ ହେବ ରାଜଧାନୀ ଭୁବନେଶ୍ୱର । ଏବେ ଭୁବନେଶ୍ୱରର ଯେକୌଣସି ସରକାରୀ ପାଚେରିରେ ପୋଷ୍ଟର ଲଗାଇଲେ ବିଏମ୍‌ସିକୁ ଦେବାକୁ ପଡ଼ିବ ଜରିମାନା । ଏନେଇ ବିଏମ୍‌ସି ପକ୍ଷରୁ ନୋଟିସ ଜାରି କରାଯିବା ସହ ୧୫ଟି ସଂସ୍ଥଙ୍କୁ ନୋଟିସ୍ ଜାରି କରାଯାଇଛି । ପୋଷ୍ଟର ବଦଳରେ ଏଲ୍‌ଇଡି ଲଗାଯିବ । ଭୁବନେଶ୍ୱରର କେବଳ କିଛି ନିର୍ଦ୍ଧଷ୍ଟ ସ୍ଥାନରେ ପୋଷ୍ଟର ଲଗାଯିବ । ଭୁବନେଶ୍ୱରରେ ପୋଷ୍ଟର ଲାଗିବା ଫଳରେ ରାଜଧାନୀର ସୌନ୍ଦର୍ଯ୍ୟ ବୃଦ୍ଧିରେ ବାଧା ସୃଷ୍‌ଯି ହେଉଛି । ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧରୀ

LEAVE A REPLY

Please enter your comment!
Please enter your name here