ପୁଣି ଥରେ ମା’ ହେଲେ ଶିଳ୍ପା

0
600
vgt
bhy

ମୁମ୍ବାଇ(ଆଚିଭର୍ସ): ପୁଣି ଥରେ ମା’ ହେଲେ ବଲିଉଡ ସୁନ୍ଦରୀ ଶିଳ୍ପା ସେଟ୍ଟୀ । ପଣି ଥରେ କନ୍ୟା ସନ୍ତାନର ହୋଇଛନ୍ତି ମା’ । ତାଙ୍କ ଝିଅ ଜନ୍ମ ହେବାର ଖବର ଶିଳ୍ପା ଓ ତାଙ୍କ ସ୍ୱାମୀ କୁନ୍ଦରା ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଦୁହେଁ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କିରିଥିବା ଦେଖିବାକୁ ମିଳିଛି । ଯେଉଁ ଫଟୋରେ କି କେବଳ ଶିଶୁର ହାତଟି ସ୍ପଷ୍ଟ ଜଣାପଡ଼ୁଛି । ତାହା ସହ ଶିଳ୍ପା ନିଜେ ମେସେଜ ଲେଖିଛନ୍ତିକି ଆମଘରକୁ କୁନି ପରି ଆସିଥିବାରୁ ଆମେ ବହୁତ ଖୁସି ।

bgt
bhy

LEAVE A REPLY

Please enter your comment!
Please enter your name here