ନିର୍ଭୟା ମାମଲା; ୩ରେ ଝୁଲିବେ ୪ ଦୋଷୀ

0
294
nir
mit

ନୂଆ ଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲା । ନିର୍ଭୟାର ୪ ଦୋଷୀଙ୍କୁ ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ଦିଆଯିବ ଫାଶୀ । ଫାଶୀ ଦେବାନେଇ ନୂଆ ଡେଥ୍‌ୱାରେଣ୍ଟ ଜାରି କଲେ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ । ପୂର୍ବରୁ ଡେଥ୍‌ୱାରେଣ୍ଟ ଜାରି କରିବା ନେଇ କୋର୍ଟ ପଟିଆଲା କୋର୍ଟରେ ହୋଇଥିଲା ଆବେଦନ । ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦେବା ନେଇ ସୁପ୍ରିମ୍‌କୋର୍ଟ ଯାଇଥିଲେ କେନ୍ଦ୍ର ସରକାର ।

LEAVE A REPLY

Please enter your comment!
Please enter your name here