ନାଳରୁ ବାହାରୁଛି ଶବ

0
497
ggdstyu78osd
78oh6

ନୂଆଦିଲ୍ଲୀ: ନର୍ଥ ଇଷ୍ଟ ଦିଲ୍ଲୀ ହିଂସା ଘଟଣାରେ ଏପର୍ଯ୍ୟନ୍ତ 46 ଜଣଙ୍କ ମୃତ ଘଟିସାରିଲାଣି । ଏଥିସହ ପୋଲିସ୍‌ ଦ୍ୱାରା 334 ଏଫଆଇଆର ରୁଜୁ କରାଯାଇଛି । ଏହି ଘଟଣାରେ 33 ଜଣ ଆରେଷ୍ଟ ହୋଇଥିବାବେଳେ 44 କେସ୍‌ ଆର୍ମ୍ସ  ଆକ୍ଟ ମାଧ୍ୟମରେ ରୁଜୁ କରାଯାଇଛି । ତେବେ ଗତ ଦୁଇ ଦିନରେ ଏହି ନାଳରୁ 4ଟି ଶବ ଉଦ୍ଧାର କରାଯାଇଛି । ସମୋବାର ସକାଳେ ଗୋକୁଲପୁରୀ ନାଳରୁ ପୁଣି ଆଉ ଏକ ଶବ ଉଦ୍ଧାର କରାଯାଇଛ ।  ଏହା ପୂର୍ବରୁ ରବିବାର ଦିନ ଗୋକୁଲପୁରୀ ଦୁଇ ନାଳରେ  3 ଶବ  ଉଦ୍ଧାର ହୋଇଛି । ଏହି  ସୂଚନା ଦେଇଛି ସମାଚାର ଏଜେନ୍ସି ପିଟିଆଇ । ନାଳରୁ ଉଦ୍ଧାର କରାଯାଇଥିବା ଶବମାନଙ୍କ ମଧ୍ୟରେ ଆଇବି କର୍ମିଚାରୀ ଅଙ୍କିତ ଶର୍ମାଙ୍କ ଶବ ମଧ୍ୟ ସାମିଲ ଅଛି ।

LEAVE A REPLY

Please enter your comment!
Please enter your name here