ନାରୀ ଦେଖି ଜାଣିପାରିବେ ସ୍ୱାଭାବ ? କେମିତି ବାଛିବେ ଆପଣଙ୍କ ଜୀବନସାଥୀ ?

0
521
gg
gggg

ନାରୀ ଦେଖି ଜାଣିପାରିବେ ସ୍ୱାଭାବ ? ଏବଂ କିଏ ହେବ ଆପଣଙ୍କ ପାଇଁ ଉପଯୁକ୍ତ ? ସମୁଦ୍ର ଶାସ୍ତ୍ରରେ ଶରୀରର ଗଢଣୀ, ଶରୀରରେ ଥିବା ଚିହ୍ନ ଏବଂ ହସ୍ତ ରେଖାରେ ଅଧିକ ଗୁରୁତ୍ୱ ଦିଆଯାଇଛି । କାରଣ ଏଥିରେ ବ୍ୟକ୍ତିର ସ୍ୱଭାବ ଓ ଚରିତ୍ର ବିଷୟରେ ଅତି ସହଜରେ ଅନେକ କଥା ଜାଣିହୁଏ । ବିଶେଷ ଭାବରେ ସମୁଦ୍ର ଶାସ୍ତ୍ରରେ ନାରୀ ମାନଙ୍କ ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି । ଏମିତି କିଛି ଝିଅ ଅଛନ୍ତି ସେମାନଙ୍କ ପାଖରେ ଲକ୍ଷ୍ମୀଙ୍କର ବାସ ଲାଗିରହିଥାଏ । ଆସନ୍ତୁ ଜାଣିବା ସେହି ଝିଅମାନଙ୍କ ବିଷୟରେ:

u

୧- ଯେଉଁ ଝିଅର ଜିଭ ବଡ ଏବଂ ଗଳା ଛୋଟ ହୋଇଥାଏ, ସେମାନଙ୍କୁ ସୌଭାଗ୍ୟବତୀ କୁହାଯାଏ । ଏମାନେ ତାଙ୍କ ସ୍ୱାମୀଙ୍କ ବହୁତ ଯତ୍ନ ନିଅନ୍ତି । ୨- ସମୁଦ୍ର ଶାସ୍ତ୍ରରେ କୁହାଯାଇଛି ଯେଉଁ ଝିଅର ପାଦତଳ ଚିକ୍କଣ ଏବଂ ସମତଳ, ସେମାନେ ପ୍ରତ୍ୟେକ କାର‌୍ୟ୍ୟରେ ସଫଳତା ପାଆନ୍ତି । ଚଉଡା କାନ ଥିଲେ ଝିଅ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଧନପ୍ରାପ୍ତିର ସମ୍ଭାବନା ଅଧିକ ଥାଏ।

୩- ସମୁଦ୍ର ଶାସ୍ତ୍ରରେ ଏହା ମଧ୍ୟ କୁହାଯାଇଛି ଯେଉଁ ଝିଅର ନାଭି ଗଭୀର ହେବା ସହ ସିଧା ନାକ ଥାଏ । ସେମାନେ ଘରପାଇଁ ସୌଭାଗ୍ୟବତି ହୋଇଥାନ୍ତି । ଖାସ କରି ଯେଉଁ ଝିଅଙ୍କ ଓଠ ଲାଲ ରଙ୍ଗ ହୋଇଥାଏ, ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି

LEAVE A REPLY

Please enter your comment!
Please enter your name here