ନନ୍ଦନକାନନରେ ନୂଆ ଅତିଥି

0
492
bhtfg
ghdt

ନନ୍ଦନକାନନରେ ନୂଆ ଅତିଥି: ଜନ୍ମ ନେଲେ ୭ ମାଣ୍ଡାରିନ ବତକ ଶାବକ ।ନନ୍ଦନକାନନର ଅନ୍ୟତମ ଆକର୍ଷଣ ସାଜିଥିବା ପାଦଚଲା ବିହଙ୍ଗ ସରଣୀରେ ରବିବାରଦିନ ଏକ ମାଇ ମାଣ୍ଡାରିନ ବତକ ଦେଇଥିବା ଅଣ୍ଡାଫୁଟି ୭ଟି ଛୁଆ ବାହାରିଛି। ଫଳରେ ଚିଡ଼ିଆଖାନାରେ ଏମାନଙ୍କ ସଂଖ୍ୟା ବୃ୍‌ଦ୍ଧିପାଇ ୧୮ରେ ପହଞ୍ଚିଛି। ବିଶେଷକରି ଜାପାନ, ଚାଇନା ତଥା ପୁର୍ବ ଏସିଆରେ ଏହି ବତକ ବହୁଳ ଭାବେ ଦେଖାଦେଇଥାନ୍ତି। ଗୋଟିଏ ମାଇ ବତକ ଏକା ଥରକେ ୯ରୁ ୧୨ଟି ଅଣ୍ଡା ଦେଇଥାଏ। ୩୦ ଦିନ ଅଣ୍ଡାକୁ ଉସୁମାଇବା ପରେ ଛୁଆ ଫୁଟାଇଥାଏ ।

LEAVE A REPLY

Please enter your comment!
Please enter your name here