ଧାର୍ମିକସ୍ଥଳରେ କପଲଙ୍କ ସେକ୍ସ ଭିଡିଓ ଭାଇରାଲ

0
331
qwq
ew

ଆଚିଭରର୍ସ ନ୍ୟୁଜ୍‌: ଧର୍ମିକସ୍ଥଳରେ କପଲଙ୍କ ସେକ୍ସ ଭିଡିଓ ଭାଇରାଲ । ସବୁଠୁ ବଡ଼ କଥା ହେଉଛି ଏହି କପଲ ଦୁଇଜଣ ଧାର୍ମିକସ୍ଥଳରେ ସେକ୍ସ ଭିଡିଓ ବନାଇବା ପରେ ନିଜେ ଏହି ଭଡିଓକୁ ସୋସିଆଲ ସାଇଟ୍‌ରେ ଅପଲୋଡ କରିଛନ୍ତି ଏପରି ଏକ ଲଜ୍ୟାକର ଘଟଣା ନଜକୁ ଆସିଛି ମିଆମାରର ଏକ ଧାର୍ମିକସ୍ଥଳରୁ । ଆଇଏନ୍‌ଏସର ରିପୋର୍ଟ ଅନୁଯାୟୀ ଇଟଲିର ଏକ କପଲ ମିଆମାରର ଏକ ପବିତ୍ରସ୍ଥଳରେ ଥିବା ଏକ ପାର୍କରେ ୧୨ ମିନିଟ୍‌ର ସେକ୍ସ ଭିଡିଓ ବନାଇବା ସହ ଏକ ଚର୍ଚ୍ଚତ ସେକ୍ସ ସାଇଟ୍‌ରେ ଏହାକୁ ଅପ୍‌ଲୋଡ କରିଥିଲେ । ଏବଂ ଅପ୍‌ଲୋଡର ମାତ୍ର କେଇ ଘଣ୍ଟା ପରେ ହଜାର ହଜାର ଲୋକ ଭିଡିଓଟି ଦେଖିଥିଲେ । ଏବଂ ସେହିି ଭିଡିଓରେ ସ୍ପଷ୍ଟ ଦେଖା ଯାଉଥିଲା ଧାର୍ମିକସ୍ଥଳର ଚିତ୍ର । ଯେବେ ଭିଡିଓଟି ବହୁ ମାତ୍ରରେ ଭାଇରାଲ ହେବକୁ ଲାଗିଲା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା । ଯାହାକି ପରେ ସେହି ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିଲା । ଏବଂ ଭିଡିଓକୁ ନେଇ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ମନ୍ଦିର ଓ ଧାର୍ମକସ୍ଥଳ ଗୁଡ଼ିକୁ ସ୍ଥାନୀୟ ଲୋକଙ୍କ ସହ ବିଦେଶୀ ପର୍ଯ୍ୟଟକଙ୍କ ଛୋଟ ପୋଷାକ ପିନ୍ଧି ମନ୍ଦିର ଆସିବାକୁ ରୋକ୍ ଲଗାଗଲା ।

LEAVE A REPLY

Please enter your comment!
Please enter your name here