ଦୈନିକ ଖାଆନ୍ତୁ ରସୁଣ, ଏଥିରେ ଅଛି ଏହି ସବୁ ଭଲ ଗୁଣ

0
83

ଆଚିଭର୍ସ ନ୍ୟୁଜ୍‌, ୦୨/୦୮ (ବ୍ୟୁରୋ)- ରସୁଣ ଏକ ଏପରି ପ୍ରକାରର ମସଲା ସାମଗ୍ରୀ ପ୍ରାୟତଃ ସବୁ ଭାରତୀୟଙ୍କ ରୋଷେଇ ଘରେ ଦେଖିବାକୁ ମିଳେ। ଅଧାରୁ ଅଧିକାଂଶ ଭାରତୀୟ ସେମାନଙ୍କ ରୋଷେଇରେ ରସୁଣ ବ୍ୟବହାର କରିଥାନ୍ତି। କେବଳ ଭାରତ ନୁହେଁ, ଏହାର ଚାହିଦା ବିଶ୍ବର ଅଧିକାଂଶ ଅଞ୍ଚଳରେ ରହିଛି। ଏହାର ବାସ୍ନା ଓ ସ୍ବାଦ ହେତୁ ରସୁଣକୁ ଅନେକ ଲୋକ ମସଲାରେ ବ୍ୟବହାର କରିବାକୁ ପସନ୍ଦ କରିଥାନ୍ତି। କେବଳ ସ୍ବାଦ ନୁହେଁ, ଏଥିରେ ଅନେକ ଉପକାରୀ ଗୁଣ ମଧ୍ୟ ରହିଛି।

: ରସୁଣକୁ କାଟିଲେ କିମ୍ବା ଛେଚିଲେ ସେଥିରୁ ବାହାରୁଥିବା ସଲ୍‌ଫର୍‌ ଶରୀର ପାଇଁ ଖୁବ୍‌ ଭଲ ହୋଇଥାଏ ବୋଲି ନିକଟରେ ଗବେଷକମାନେ କହିଥିବାର ଦେଖିବାକୁ ମିଳିଛି। ସଲ୍‌ଫର ଓଜନ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ ବୋଲି ଜାଣିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here