ଦିନକରେ ୩୨,୬୯୫ ରୋଗୀ, ୬୦୬ ମୃତ

0
236

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୧୭/୦୭ (ବ୍ୟୁରୋ)- ଭାରତରେ ଦୈନିକ କରୋନା ସଂକ୍ରମଣରେ ରେକର୍ଡ ବୃଦ୍ଧି ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ୩୨,୬୯୫ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ କରୋନା ସଂକ୍ରମିତ ସଂଖ୍ୟା ଦେଶରେ ୯,୬୮,୮୭୬କୁ ବୃଦ୍ଧି ପାଇଛି । ସେହିପରି ଦିନକରେ ରେକର୍ଡ ୬୦୬ ଲୋକ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨୪,୯୧୫କୁ ବୃଦ୍ଧି ପାଇଛି ।

LEAVE A REPLY

Please enter your comment!
Please enter your name here