ଡିଜେ ଗାଡ଼ିକୁ ୫୨ ହଜାର ଫାଇନ୍‌

0
593
ss
ss

ଭୁବନେଶ୍ୱର:  ରାଜଧାନୀର ପଟିଆ ଅଞ୍ଚଳରେ ଚେକିଂ ଚାଲିଥିବା ବେଳେ ଡିଜେ ଗାଡ଼ିକୁ 52 ହଜାର ଟଙ୍କା ଫାଇନ। ଭୁବନେଶ୍ୱର ଆରଟିଓ- 2 କାଟିଛି ଏହି ଚାଲାଣ ।ଡିଜେ ଗାଡ଼ିରେ ଇନସ୍ୟୁରାନ୍ସ, ରେଜିଷ୍ଟ୍ରେସନ, ଶବ୍ଦ ପ୍ରଦୂଷଣ ସାର୍ଟିଫିକେଟ ଏବଂ ପିୟୁସି ନଥିଲା । ରାସ୍ତାରେ ଗଡ଼ିବାକୁ ଅନୁମତି ମଧ୍ୟ ନଥିଲା ଡିଜେ ଗାଡ଼ି ପାଖରେ । ଓଭର ଲୋଡିଂ ପାଇଁ 24, 777 ଟଙ୍କା ଫାଇନ ଲଗାଇଛି ଆରଟିଓ । ଡିଜେ ଗାଡ଼ିଟି ଲକ୍ଷ୍ମୀଧର ନାୟକଙ୍କ ନାମରେ ଥିବା ବେଳେ ଦାସ ଡେକୋରେଟର ଡିଜେ ନାମରେ ଥିଲା ଗାଡ଼ି ।

LEAVE A REPLY

Please enter your comment!
Please enter your name here