ଟ୍ରକ୍ ଧକ୍କା ଦେଲା ସ୍କୁଟିକୁ ପଛରୁ ଅଳ୍ପକେ ବର୍ତ୍ତିଗଲେ ପୁତୁରା ମା’ ଓ ପୁଅଙ୍କ ମୃତ୍ୟୁ

0
94

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ୧୬ନଂ ଜାତୀୟ ରାଜପଥରେ ଓଳିଆ ପାଟଣା ନିକଟରେ ସକାଳ ୯ଟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବାର ଖବର ମିଳିଛିା ମିଳିଥିବା ସୂଚନା ଅନୁଯାୟୀ, ସକାଳ ୯ଟାରେ ଏକ ସ୍କୁଟିରେ ମା’, ପୁଅ ଓ ପୁତୁରା ସୋରରୁ ବାଲେଶ୍ଵର ଆସୁଥିଲୋ

ଓଳିଆ ପାଟଣା ନିକଟରେ ଏକ ଟ୍ରକ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲାା ଏହାଫଳରେ ଘଟଣାସ୍ଥଳରେ ହିଁ ମା’ ଓ ପୁଅଙ୍କର ମୃତ୍ୟୁ ଘଟିଥିଲାା ତେବେ ପୁତୁରାଜଣକ ଅଳ୍ପକେ ବର୍ତ୍ତିଯାଇଥିଲୋ

LEAVE A REPLY

Please enter your comment!
Please enter your name here