ଟୋଲ ଫି ଆଦାୟ ବନ୍ଦ

0
340
cfd
sv

ନୂଆଦିଲ୍ଲୀ : ଦେଶବ୍ୟାପୀ ଟୋଲ ଫି ଆଦାୟ ବନ୍ଦ। ସାରା ଦେଶରେ ଟୋଲ ପ୍ଲାଜା ଗୁଡ଼ିକରେ ଟୋଲ ଆଦାୟ କାମ ସାମୟିକ ପାଇଁ ବନ୍ଦ କରାଯାଇଛି । ଏହି ନିଷ୍ପତ୍ତି ଯୋଗୁଁ ଗାଡ଼ିରେ ଯିବାଆସିବା ଲୋକଙ୍କ ସମେତ ଟୋଲପ୍ଲାଜାରେ କାମ କରୁଥିବା କର୍ମଚାରୀମାନେ କରୋନା ସଂକ୍ରମଣରୁ ସୁରକ୍ଷିତ ରହିବେ । କରୋନା ଭାଇରସ ବିରୋଧରେ ସାରା ଦେଶରେ ଲକଡାଉନ ଜାରି କରାଯାଇଥିବା ବେଳେ ସମସ୍ତ ଜାତୀୟ ରାଜପଥରେ ଟୋଲ ଆଦାୟ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ୱିଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

 

LEAVE A REPLY

Please enter your comment!
Please enter your name here