ଜୟପୁରର ଯୁବକ ତିଆରି କଲେ ରୋବଟିକ୍ ହେଲମେଟ୍

0
64

ରୋବଟିକ୍ ହେଲମେଟ୍ ତିଆରି କରି ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଯୁବ ଇଂଜିନିୟର ଶିଶିର ମଲ୍ଲିକ। କୋରାପୁଟ ଜିଲ୍ଲା ଜୟପୁରର ନୂଆସାହି ପ୍ରଥମ ଲାଇନରେ ରହୁଥିବା ଶିଶିର ମାତ୍ର ୨ହଜାର ଟଙ୍କା ଖର୍ଚ୍ଚ କରି ତିଆରି କରିଛନ୍ତି ଏଭଳି ସ୍ବତନ୍ତ୍ର ହେଲମେଟ୍ । ଏଥିରେ ସେ ଅତ୍ୟାଧୁନିକ ଅଟୋ ସେନସର, ଜିପିଆରଏସ୍, ବ୍ଲୁଟୁଥ୍, କ୍ୟାମେରା, ଲାଇଟ୍ ଆଦି ସଂଯୋଗ କରି ତିଆରି କରିଛନ୍ତି ଏହି ସ୍ବତନ୍ତ୍ର ରୋବଟିକ୍ ହେଲମେଟ୍ ।

LEAVE A REPLY

Please enter your comment!
Please enter your name here