ଜନତା ମଇଦାନରୁ ବିଜେଡିକୁ ଟାର୍ଗେଟ୍

0
565
xde
dff

ଭୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । ବିଭିନ୍ନ କାର୍ଯ୍ୟରେ ଯୋଗ ଦେବା ସହ ସିଏଏ ସମର୍ଥନରେ ଭୁବନେଶ୍ୱର ଜନତା ମଇଦାନ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇଛନ୍ତି । ଶାହାଙ୍କ କହିଛନ୍ତି କି, ବହୁ ବର୍ଷ ପରେ କଂଗ୍ରେସକୁ ବିରୋଧୀ ଦଳରୁ ହଟାଇ ବିଜେପିକୁ ବିରୋଧୀ ଦଳ ଆସନରେ ବସାଇଥିବାରୁ ଓଡ଼ିଶାବାସୀଙ୍କୁ ମୋର ବହୁତ ଧନ୍ୟବାଦ । ଓଡ଼ିଶାରେ ବିଜେପି ପତାକା ଉଡ଼ାଇବାକୁ ଆମକୁ ଆଉ ଏକ ଲମ୍ପ ମାରିବା ଆବଶ୍ୟକ । ଓଡ଼ିଶରେ ବଜେଡିିକୁ ୧.୧ କୋଟି ଭୋଟ୍ ମିଳିଥିବା ବେଳେ ବିଜେପିକୁ ୯୧ଲକ୍ଷ ଭୋଟ୍ ମିଳିଛି ।

LEAVE A REPLY

Please enter your comment!
Please enter your name here