ଜଣାପଡ଼ିଲା କୋରୋନା ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି

0
558
bbm
bbm

ବମିଖାଲ କୋରୋନା ରୋଗୀଙ୍କ ବାପା ଭୋପାଳରେ ରୁହନ୍ତି , ସେ ମଧ୍ୟ କୋରୋନା ପଜିଟିଭ ବୋଲି ଜଣାପଡିଛି । ପୁରୀ ଜିଲ୍ଲାର ବ୍ୟକ୍ତି ଜଣକ ଭୁବନେଶ୍ୱର ବିଜେବି ନଗର ପୋଷ୍ଟ ଅଫିସରେ କାମ କରନ୍ତି । ପୁରୀ କୋରୋନା ପଜିଟିଭ୍ ଜଣେ ପୋଷ୍ଟମ୍ୟାନ୍ । ସେ ବିଜେବି ନଗର ସବ୍ ଫୋଷ୍ଟ ଅଫିସରେ କାମ କରନ୍ତି ।
ଦୀଲ୍ଲିରୁ ଫେରିବା ପରେ ସେ କୋରୋନା ଆକ୍ରାନ୍ତ ହୋଇଥିଲେ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ।

ବିଜେବି ନଗର ସମେତ ଆଖାପାଖ ଅଞ୍ଚଳବାସୀଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ଯଦି କିଛି ଲକ୍ଷଣ ଦେଖାଯାଉଛି ତାହେଲେ, ୧୦୪କୁ ଜଣାଇବାକୁ ନିର୍ଦ୍ଦେଶ ଦେଲେ ବିଏମସି କମିସନର ।

LEAVE A REPLY

Please enter your comment!
Please enter your name here