ଚା’ ବି ନେଇପାରେ ଜୀବନ ! ହୋଇପାରେ କ୍ୟାନ୍ସର ଜାଣନ୍ତୁ କାରଣ

0
703
tt
ta

ଚା’ ଓଡ଼ିଆ ରୋଷେଇ ଘରର ଗୋଟିଏ ଜଣାଶୁଣା ପରିଚୟ । ପିଲାଠୁ ବୟସ୍କ ସମସ୍ତେ ଚା’ ପାଇଁ ପାଗଳ ସତ କହିବାକୁ ଗଲେ ପ୍ରତ୍ୟେକ ଘରର ସକାଳ ଆରମ୍ଭ ହୋଇଥାଏ ଏହି ଚା’ରୁ । ବର୍ତ୍ତମାନର ସମୟରେ ବିନା ଚା’ରେ ଜଳଖିଆ ଅସମ୍ଭବ । ମଣିଷ ଏବେ ଏହି ଚା’ ସହ ଏତେ ଯେ ନିବିଡ଼ ଦିନକୁ ଅନେକ ଥର ପିଇଥାନ୍ତି ଚା’ । ହେଲେ ଜାଣିଛନ୍ତି କି ଚା’ ପିଇବା ଦ୍ୱାରା କ’ଣ ସବୁ କ୍ଷତି ହୋଇଥାଏ ? ତେବେ ଆସନ୍ତୁ ଜାଣିବା ସେ ସବୁ ବିଷୟରେ …

rr
rt

୧. ଯଦି ଆପଣ ଖାଲି ପେଟରେ କ୍ଷୀର ଚା’ ପିଉଛନ୍ତି ତା ହେଲେ ପିଅନ୍ତୁନାହିଁ କାରଣ ଏହା ଆମ ଶରୀର ଉପରେ କୁ ପ୍ରଭାବ ପକାଇବା ସହ ଆମକୁ ଆଳସ୍ୟ ଓ କ୍ଲାନ୍ତ ଅନୁଭବ କରାଇାଏ ।
୨ ଆମେ ସମସ୍ତେ ଜାଣନ୍ତି ଯେ ଚା’ ରେ ଟେଟିନ୍ ଥାଏ । ଯାହା ଆହାରରେ ଥିବା ଆୟରନ୍ ସହ ପ୍ରଭାବ ପକାଇଥାଏ । ଏଥିପାଇଁ ଖାଇବା ପରେ ଚା’ ପିଇବା ଦ୍ୱାରା ପୋଷକ ତତ୍ୱ ନଷ୍ଟ କରିଥାଏ ।
୩ ଯଦି ଆପଣ ଏହା ଭାବି ଖୁସି ହେଉଛନ୍ତି ଯେ, କମ୍ କ୍ଷୀରର ଷ୍ଟ୍ରଗ୍ ଚା’ ପିଉଛନ୍ତି , ଏହା ମଧ୍ୟ ଆପଣଙ୍କ ପାଇଁ କ୍ଷତିକର ଅଟେ । ଷ୍ଟେନଡ୍ ଚା’ ପାଚନ ତନ୍ତ୍ରକୁ କ୍ଷତି ପହଁଚାଇଥାଏ ଏବଂ ଏହା ଆପଣଙ୍କ ପେଟ ସହ ଜଡିତ ଅନେକ ସମସ୍ୟା ସୃଷ୍ଟି କରେ ।
୪ ଯଦି ଆପଣ ଦିନକୁ ବାରମ୍ବାର ଗରମ ଚା’ ପିଉଛନ୍ତି ଅର୍ଥାତ ୪ରୁ ୫ ଥର ପିଉଛନ୍ତି ତାହେଲେ ଅଭ୍ୟାସ ତୁରନ୍ତ ବଦଳାଇ ଦିଅନ୍ତୁ କାରଣ ଗରମ ଚା’ ବାରମ୍ବାର ପିଇବା ଦ୍ୱାରା କ୍ୟାନ୍ସର ହେବାର ସମ୍ଭାବନା ଥାଏ ।

LEAVE A REPLY

Please enter your comment!
Please enter your name here