ଘରୋଇ ବ୍ୟାଙ୍କରେ ଟଙ୍କା ରଖିବାକୁ କିଏ ଅନୁମତି ଦେଲା ?: ନିରଞ୍ଜନ

0
599
TT
G

ଭୁବନେଶ୍ୱର: ୟେସ୍‌ ବ୍ୟାଙ୍କରେ ଜମାଥିବା ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି, ନିୟମ ଅନୁସାରେ ଏହା ଜାତୀୟକରଣ ବ୍ୟାଙ୍କରେ ରହିବା କଥା। ଘରୋଇ ବ୍ୟାଙ୍କରେ ରଖିବାକୁ କିଏ ଅନୁମତି ଦେଲା। ଏ ନେଇ କାର୍ଯ୍ୟାନୁଷ୍ଠାନ ହେଉ। ଅଧିକ ସୁଧ ନା କମିଶନ ପାଇବା ପାଇଁ ଜମା ରଖାଯାଇଛି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ୟେସ୍‌ ବ୍ୟାଙ୍କରେ ଟଙ୍କା ରଖି ଫରେନ୍‌ ଟୁର୍‌ରେ ଯାଇଥିବା ସେ ଶୁଣୁଥିବା ନେଇ ନିରଞ୍ଜନ କହିଛନ୍ତି।

LEAVE A REPLY

Please enter your comment!
Please enter your name here