ଗୋଲାପି ଋତୁରେ ବିବାହ କଲେ ଗୋଲାପି ଗୋଲାପି ହିରୋ

0
541
qq
qq

ଭୁବନେଶ୍ୱର(ଆଚିଭରର୍ସ ନ୍ୟୁଜ୍‌): ବିବାହ ବନ୍ଧନରେ ଆବଦ୍ଧ ହେଲେ ଓଲିଉଡ ଷ୍ଟାର ଅମ୍ଳାନ ଦାସ । ନିଜ ପିଲାଦିନର ବାନ୍ଧବୀ ଭୂମିକାଙ୍କୁ ବିବାହ କଲେ ଅମ୍ଳାନ । ପ୍ରେମ ସପ୍ତାହ ବା ଗୋଲାପି ସପ୍ତାହର ଆରମ୍ଭରୁ ନଜର ଗୋଲାପି ସାଥୀଙ୍କ ସହ କରିଛନ୍ତି ବିବାହ । ଏବଂ ଅମ୍ଳାନଙ୍କ ବିବାହ ଫଟ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ୨୦୧୩ରେ ଟାର୍ଗେଟ ଫିଲ୍ମ ଜରିଆରେ ନୂଆକରି ଓଲିଉଡରେ ପ୍ରବେଶ କରିିବା ପରେ ଗୋଟିଏ ପରେ ଗୋଟିଏ ଫିଲ୍ମ ଅଫର ଆସିଥିଲା ଏବଂ ସେ ନିଜର ଅଭିନୟ ଜରିଆରେ ଦର୍ଶକଙ୍କ ମନ ଜିଣିପାରିଥିଲେ ।

LEAVE A REPLY

Please enter your comment!
Please enter your name here