‘ଗୋଆ ବିଚ୍‌’ରେ ନେହା-ଆଦିତ୍ୟ

0
695
LAR
GTR

ମୁମ୍ବାଇ(ଆଚିଭରର୍ସ ନ୍ୟୁଜ୍‌): ‘ଗୋଆ ବିଚ୍‌’ରେ ରଲିଜ୍ ହେଲା ବଲିଉଡ୍ ଗାୟିକା ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ପ୍ରଥମ ଗୀତ । ଗୀତରେ କଣ୍ଠଦାନ କରିଛନ୍ତି ଟୋନି କକ୍କର ଓ ନେହା କକ୍କର ।

BTR
TRE

ହେଲେ ଗୀତରେ ନେହା-ଆଦିତ୍ୟଙ୍କୁ ନେଇ ଏବେ ଜୋର ଚର୍ଚ୍ଚା ଧରିଥିବା ବେଳେ ଆଦିତ୍ୟ-ନେହାଙ୍କ ରିଲେସନସିପ୍‌କୁ ନେଇ ଗୀତକୁ ଢେର ପସନ୍ଦ କରୁଛନ୍ତି ଦର୍ଶକ । ତେବେ “ଗୋଆ ବିଚ୍‌’ରେ ଏହି ଗୀତ ୧୦ ଫେବ୍ରୁଆରୀରେ ରିଲିଜ୍ ହେବାର ଥିବା ବେଳେ କିନ୍ତୁ ୧୧ ତାରିଖରେ ରିଲିଜ୍ ହୋଇଥିଲା । ହେଲେ ରିଜ୍ ହେବାର ମାତ୍ର କିଛି ସମୟ ପରେ ଇଣ୍ଟରନେଟ୍‌ରେ ଟ୍ରେଣ୍ଡ ହୋଇଛି ।

LEAVE A REPLY

Please enter your comment!
Please enter your name here