ଗୁରୁବାର ଦେଶରେ ୧୬,୯୨୨ ନୂତନ ସଂକ୍ରମିତ ଚିହ୍ନଟ

0
452

ନୂଆଦିଲ୍ଲୀ, ଆଚିଭର୍ସ ନ୍ୟୁଜ୍‌, ୨୬/୦୬ (ବ୍ୟୁରୋ)- କରୋନା ସଂକ୍ରମଣ ରୋକିବା ଲାଗି ଦେଶରେ କୋଭିଡ-୧୯ ସ୍ୱାବ ପରୀକ୍ଷା ଯୋଜନାକୁ ତ୍ୱରାନ୍ୱିତ କରାଯାଇଛି । କେବଳ ବୁଧବାର ୨,୦୭୮୭୧ ସ୍ୱାବ ନମୁନା ପରୀକ୍ଷା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପ୍ରକାଶ କରିଛି । ଦେଶରେ କରୋନା ପରୀକ୍ଷା କେନ୍ଦ୍ର ଏବେ ୧୦୦୭ ରେ ପହଞ୍ଚିଛି । ଅନ୍ୟପଟେ ଦେଶରେ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ସଂଖ୍ୟାରେ ରେକର୍ଡ ହୋଇଛି । ଗୁରୁବାର ଦେଶରେ ୧୬,୯୨୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here