ଗର୍ଭାବସ୍ଥାରେ ଖାଆନ୍ତୁ ତୁଳସୀ ମିଳିବ ଅନେକ ଫାଇଦା

0
543
tulsi1
tulsi1

ଭୁବନେଶ୍ୱର(ଆଚିଭରର୍ସ ନ୍ୟୁଜ୍‌): ତୁଳସୀରେ ରହିଛି ଅନେକ ଔଷଧୀୟ ଗୁଣ । ଏହାର ବିଶେଷ ଔଷଧୀୟ ଗୁଣ ଯୋଗୁ ତୁଳସୀକୁ ଦିଆଯାଇଛି ମହୌଷଧୀର ମାନ୍ୟତା । ପିଲାଠୁ ବୃଦ୍ଧ ଯାଏ ସମସ୍ତଙ୍କ ପାଇଁ ଏହାରସେବନ ଜରୁରୀ । ସବୁଠୁ ବଡ଼କଥା ହେଉଛି ମହିଳାଙ୍କ ଗର୍ଭାବସ୍ଥା ସମୟରେ ବହୁ ଔଷଧ ଓ ଖାଦ୍ୟପାନୀୟ ବାରଣ ରହିଥିଲେ ବି ତୁଳସୀର ବାରଣ ନଥାଏ । କାରଣ ତୁଳସୀରେ କୌଣସି ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ନଥାଏ ।
ତେବେ ଆସନ୍ତୁ ଜାଣିବା କେମିତି କରିବେ ତୁଳସୀ ସେବନ ? ଏବଂ କ’ଣ ମିଳିବ ଫାଇଦା ?

୧. ପ୍ରତିଦିନ ୨ଟି ତୁଳସୀ ପତ୍ର ଖାଆନ୍ତୁ, ଶରୀରରେ ଦେଖା ଦେବନି ରକ୍ତ ହୀନତା
୨. ତୁଳସୀ ପ୍ରତ୍ରରେ ଭଟାମିନ୍ ଏ ଭରପୂର ମାତ୍ରାରେ ରହିଥାଏ । ଯାହାକି ଶିଶୁର ବଢ଼ିବାରେ ସହାୟକ ହୋଇଥାଏ ।
୩. ପ୍ରତିଦିନ ୨ଟି ତୁଳସୀ ପତ୍ର ଖାଇବା ଦ୍ୱାରା ଶିଶୁର ବିକାଶ ଶହ ସୁସ୍ଥ ରହିବାରେ ସାହାଯ୍ୟ କରିଥାଏ ।
୪. ତୁଳସୀ ଗର୍ଭବତୀ ମହିଳାଙ୍କୁ କଫ ଜନିତ ସବମସ୍ୟାରୁ ମକ୍ତି ଦେଇଥାଏ । ଏବଂ ରୋଗ ପ୍ରତିଶେଧକ ଶକ୍ତ ବଢ଼ାଇଥାଏ

LEAVE A REPLY

Please enter your comment!
Please enter your name here