ଖୋଲିଲା ପଟିଆ ବିଗବଜାର

0
554
TR
TR

ଭୁବନେଶ୍ୱର:  ଖୋଲିଲା ପଟିଆ ବିଗବଜାର ।  ଆଜି ବିଏମସି ପକ୍ଷରୁ ପଟିଆ ବିଗବଜାରକୁ ଖୋଲାଯାଇଛି । ସେହିପରି ଖାରବେଳ ନଗରରେ ଥିବା ବିଗବଜାର ସମ୍ମୁଖରୁ ଉଠା ଦୋକାନୀମାନଙ୍କୁ ଉଚ୍ଛେଦ କରାଯାଇଛି। ପାର୍କିଂ ସମସ୍ୟା, ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବା ଓ ବିଡିଏ ଗାଇଡଲାଇନ ଉଲ୍ଲଂଘନ କରି ନିର୍ମାଣ କରାଯାଇଥିବାରୁ ବିଏମସି ପକ୍ଷରୁ ସିଲ କରାଯାଇଥିଲା ପଟିଆ ବିଗବଜାର ।

LEAVE A REPLY

Please enter your comment!
Please enter your name here