ଖେଳ ହେଲା କାଳ, ନିଆଁରେ ପୋଡ଼ିହୋଇ ୩ ଶିଶୁ ମୃତ

0
534
ttthh
hjjhgg

ଗଞ୍ଜାମ(ଆଚିଭର୍ସ ନ୍ୟୁଜ୍‌): ପାଳଗଦାରେ ନିଆଁ ଲାଗି ୪ ଶିଶୁ ପୋଡ଼ିଯିବା ଘଟଣା । ୪ ଶିଶୁଙ୍କ ମଧ୍ୟରୁ ୩ଶିଶୁଙ୍କ ମୃତ୍ୟୁ ହୋଇଛି । ପୋଲସରା ଖଇରଛଦା ଗାଁର ଏକ ପାଳଗଦାରେ ଖେଳୁଥିବା ବେଳେ ନିଆଁ ଲାଗି ୪ ଶିଶୁଙ୍କ ଶରୀରର ୮୦% ପୋଡ଼ି ଯାଇଥିଲା । ପରେ ଗାଁ ଲୋକଙ୍କ ଦ୍ୱାରା ଶିଶୁମାନଙ୍କୁ ଉଦ୍ଧାର କରି ପାଲଲହଡ଼ା ଓ ବ୍ରହ୍ମପୁରର ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନର ସୂଚନା ଅନୁଯାଇ ୩ ଶିଶୁଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here