କୋରୋନା ପାଇଁ ଅପରାହ୍ଣ ୨ଟାରୁ ପାର୍କ ବନ୍ଦ

0
591
scv
wv

ଭୁବନେଶ୍ଵର : କୋରୋନା ପାଇଁ ରାଜଧାନୀରେ ଅପରାହ୍ଣ ୨ଟାରୁ ପାର୍କ ବନ୍ଦ । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତିଦିନ ଅପରାହ୍ଣ ୨ଟାରୁ ପାର୍କ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜଧାନୀରେ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟ ସରକାର ତତ୍ପରତା ଦେଖାଇବା ସହ କୋରୋନା ମୁକାବିଲା ପାଇଁ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହାକୁ ନେଇ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ତେବେ ଆତଙ୍କିତ ନହୋଇ ସତର୍କ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here