କାୟା ବିସ୍ତାର କରିବାରେ ଲାଗିଛି କୋରୋନ, 310 ସଂକ୍ରମିତଙ୍କ ସଂଖ୍ୟା

0
599
FT
GD

ନୂଆଦିଲ୍ଲୀ: ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କୋରୋନ ।  ଦେଶରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 310ରେ ପହଞ୍ଚିଛି । ଦେଶର ବଭିନ୍ନ ଭାଗରୁ 50 ନୂଆ ମାମଲା ଶୁକ୍ରବାର ଦିନ ସାମ୍ନାକୁ ଆସିଥିବାବେଳେ ଆଜି ଏହା ଆହୁରି ବୃଦ୍ଧି ସମ୍ପୂର୍ଣ୍ଣ ସଂକ୍ରମିତଙ୍କ ସଂଖ୍ୟା 310ରେ ପହଞ୍ଚିଛି । ତେବେ ସଂକ୍ରମିତ ଲୋକଙ୍କ ସସ୍ପର୍ଶରେ ଆସିଥିବା 6,700ରୁ ଅଧିକ ଲୋକଙ୍କୁ  ମଧ୍ୟ କଡା ନଜରରେ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here