କାଲି ଠାରୁ କଟକ ଓ ଭୁବନେଶ୍ଵରରେ ପାର୍କ ବନ୍ଦ !

0
560
scv
wv

ଭୁବନେଶ୍ଵର : ଆସନ୍ତାକାଲି ଠାରୁ ମାର୍ଚ୍ଚ ୩୧ ଯାଏଁ ଭୁବନେଶ୍ଵର ଓ କଟକର ସମସ୍ତ ସରକାରୀ ଓ ଘରୋଇ ମାଲିକାନାରେ ଥିବା ପାର୍କ ବନ୍ଦ ବୋଲି ସୂଚନା ମିଳିଛି। କରୋନା ମୁକାବିଲା ନେଇ ବିଏମସି ଓ ସିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here