କାଲି ଘଣ୍ଟାଏ ବନ୍ଦ ରହିବ 104

0
457
vgt
bhy

ଭୁବନେଶ୍ୱର: ଆସନ୍ତାକାଲି ସକାଳ ୬ଟାରୁ ୭ଟା ଯାଏଁ କୋରୋନା ହେଲ୍ପଲାଇନ ନମ୍ବର ୧୦୪ ବନ୍ଦ ରହିବ । ରକ୍ଷଣାବେକ୍ଷଣ କାର୍ଯ୍ୟ ଏବଂ ବୈଷୟିକ ଅପ-ଗ୍ରେଡ଼େସନ କାରଣରୁ ୧୦୪ ଘଣ୍ଟାଏ ବନ୍ଦ ରହିବ ବୋଲି ସୂଚନା ମିଳିଛି । ବର୍ତ୍ତମାନ ପରିସ୍ଥିତିରେ କୋରୋନା ସମ୍ବନ୍ଧୀୟ ସୂଚନା ପାଇଁ ୧୦୪ହେଲ୍ପ ନମ୍ବରକୁ ଆସୁଥିବା କଲ୍ ପୂର୍ବ ପରିମାଣରେ ବହୁ ଗୁଣିତ ହୋଇଛି । ସେଥିପାଇଁ ଅପଗ୍ରେଡ଼େସନ ଜରୁରୀ ହୋଇପଡ଼ିଛି ।

LEAVE A REPLY

Please enter your comment!
Please enter your name here