କଳାହାଣ୍ଡି ଜିଲ୍ଲାରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ, ରାଜ୍ୟରେ ସଂକ୍ରମିତଙ୍କ ସଂଂଖ୍ୟା 21

0
514
vgr
yvc

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ  21ରେ ପହଞ୍ଚିଛି  ସଂକ୍ରମିତଙ୍କ ସଂଂଖ୍ୟା । ଉକ୍ତ ଆକ୍ରାନ୍ତଙ୍କ ବୟସ ୨୯ ବୋଲି ଜଣାପଡ଼ିଛି। ତେବେ ଆକ୍ରାନ୍ତଙ୍କଠାରେ ପୂର୍ବରୁ କିଛି ଲକ୍ଷଣ ଦେଖାଯାଇନଥିଲା।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ତଥ୍ୟ ଅନୁଯାୟୀ  ସେ ପୂର୍ବରୁ ବାହରିନ୍‌ ଯାଇଥିଲେ।

LEAVE A REPLY

Please enter your comment!
Please enter your name here