କରୋନା ଲାଗି କମୁଛି ଏଟିଏମ୍ କାରବାର

0
455

ଆଚିଭର୍ସ, ୦୮/୦୬ (ବ୍ୟୁରୋ)- କୋଭିଡ୍‌-୧୯ କୁ ଦୃଷ୍ଟିରେ ରଖି ଯଦିବା ଏଟଏମ୍ କାଉଣ୍ଟରଗୁଡ଼ିକରେ ସଂକ୍ରମଣ ରୋକିବାକମୁ ବ୍ୟାଙ୍କଗୁଡ଼ିକ ସାନିଟାଇଜର ସହ ଅନ୍ୟାନ୍ୟ ବ୍ୟବସ୍ଥା କରିଛନ୍ତି ତଥାପି ସେଠାରେ କାରବାର କଲେ ସଂକ୍ରମିତ ହେବାର ଭୟ ଲୋକଙ୍କ ମନରେ ରହିଛି । ଫଳସ୍ୱରୂପ ଚଳିତବର୍ଷ ଜାନୁଆରୀ ତୁଳନାରେ ମାର୍ଚ୍ଚରେ ଏଟିଏମ୍ କାଉଣ୍ଟରରେ କାରବାର ଏବଂ ଅର୍ଥ ଉଠାଣ ପରିମାଣ ଯଥେଷ୍ଟ କମିଯାଇଛି ।

LEAVE A REPLY

Please enter your comment!
Please enter your name here