କମିଲା ବସ୍‌ ଭଡ଼ା

0
606
vg
vg

ଭୁବନେଶ୍ୱର: ରାଜ୍ୟରେ ବସ୍‌ ଭଡ଼ା କମିଲା। କିଲୋମିଟର ପିଛା ୧ରୁ ୨ ପଇସା ହ୍ରାସ ପାଇଛି। ସାଧାରଣ ବସ୍‌ ଭଡ଼ା ୬୯ ପଇସା ଥିବା ବେଳେ ଏବେ ଏହା ହ୍ରାସ ପାଇ ୬୮ ପଇସା ହୋଇଛି। ସେହିଭଳି ଏକ୍ସପ୍ରେସ୍‌ ଭଡ଼ା ୭୨ରୁ ୭୧ ପଇସାକୁ ହ୍ରାସ ପାଇଛି। ଡିଲକ୍ସ ଭଡ଼ା ୯୯ରୁ ୯୭ ପଇସା ଓ ଏସି ଡିଲକ୍ସ ୧.୨୧ରୁ ୧.୧୯କୁ ହ୍ରାସ ପାଇଛି। ସ୍ବୟଂକ୍ରିୟ ବ୍ୟବସ୍ଥା ଅନୁଯାୟୀ ଏହି ବସ୍‌ ଭଡ଼ା କମିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here