କଥା ଦେଇ କଥା ରଖିଲାନି କଂଗ୍ରେସ: ଶାହା

0
278
xde
dff

ଭୁବନେଶ୍ୱର(ଆଚିଭର୍ସ ନ୍ୟୁଜ୍‌): ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା । ବିଭିନ୍ନ କାର୍ଯ୍ୟରେ ଯୋଗ ଦେବା ସହ ସିଏଏ ସମର୍ଥନରେ ଭୁବନେଶ୍ୱର ଜନତା ମଇଦାନ ବିଶାଳ ସମାବେଶରେ ଉଦ୍‌ବୋଧନ ଦେଇଛନ୍ତି । ଶାହାଙ୍କ କହିଛନ୍ତି କି, ୭୦ ବର୍ଷ ତଳେ କଂଗ୍ରେସ କହୁଥିଲା ନାଗରିକତା ଦେବ । ହେଲେ କଂଗ୍ରେସ ତାର କଥା ରଖିଲାନି । ମୋଦି ସରକାର ଲକ୍ଷ ଲକ୍ଷ ଶରଣାର୍ଥୀଙ୍କୁ ନାଗରିକତ୍ୱ ଦେଲେ । ବିରୋଧୀ ପୁଣି ଏହି ନାଗରିକତାକୁ ନେଇ ଦଙ୍ଗା କରୁଛନ୍ତି । ମୋଦି ସେମାନଙ୍କର ମାନବ ଅଧିକାର ରକ୍ଷା କରିଛନ୍ତି। ବିରୋଧୀ ଦଳ ଯେଉଁ ଭ୍ରାନ୍ତି ସୃଷ୍ଟି କରୁଛନ୍ତି ସେଥିରୁ ଦେଶବାସୀ ବାହାରକୁ ବାହାରିବା ଉଚିତ୍।

LEAVE A REPLY

Please enter your comment!
Please enter your name here