କଟକରେ ପୁଣି ନକଲି କାରଖାନା ଠାବ ।

0
109

ଆଚିଭର୍ସ ନ୍ୟୁଜ୍ ବ୍ୟୁରୋ (୧୭/୧୨):- କଟକରେ ପୁଣି ନକଲି କାରଖାନା ଠାବ । ଜଗତପୁର ସ୍ଥିତ ଉମାଶଙ୍କର ଭବନରେ ଚଢାଉ କରି ବିପୁଳ ପରିମାଣର ନକଲି ଗୁଟଖା ଜବତ କରିଛି ପୁଲିସ । ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ନାଁରେ ଗୁଟଖା ତିଆରି କରାଯାଇ ବଜାରକୁ ଛଡାଯାଉଥିଲା l ଏନେଇ କମିସନରେଟ ପୁଲିସ ଓ ଜୋନ ଏସିପି ଖବର ପାଇ ଚଢାଉ କରିବ ବିପୁଳ ପରିମାଣର ଗୁଟଖାକୁ ଜବତ କରିଛନ୍ତି । ଏହା ସହ ପ୍ୟାକିଂରେ ବ୍ୟବହୃତ ହେଉଥିବା ସମସ୍ତ ପ୍ରକାର ଯନ୍ତ୍ରାଂଶକୁ ଜବତ କରିଛି କମିସନରେଟ ପୁଲିସ ।

LEAVE A REPLY

Please enter your comment!
Please enter your name here